ଘନଶ୍ୟାମଙ୍କ ବାଡ଼ିରେ ଅଷ୍ଟ୍ରେଲିଆନ୍‌ ଅଙ୍ଗୁର

ପୁରୀ : ଥଣ୍ଡା ଅଞ୍ଚଳରେ ଆମେ ଅଙ୍ଗୁର ଫଳୁଥିବାର ଜାଣିଛୁ। କିନ୍ତୁ ପୁରୀ ଭଳି ଉପକୂଳର ଅଞ୍ଚଳରେ ଅଙ୍ଗୁର ଫଳିବା ପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ପୁରୀର ଭୂଦାନ ନଗରର ଘନଶ୍ୟାମ ବେହେରା। ନିଜ ବାଡ଼ିରେ ଅଷ୍ଟ୍ରେଲିଆନ୍‌ କିସମ ଅଙ୍ଗୁର ଫଳାଇ କେବଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିନାହାଁନ୍ତି, ‌ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଉଦ୍ୟମ ଫଳରେ ଟାଙ୍ଗରା ଭୂଇଁ ବି ସବୁଜିମା ହୋଇପାରିବ, ଏହା ପ୍ରମାଣିତ କରି ଦେଖାଇଛନ୍ତି … Continue reading ଘନଶ୍ୟାମଙ୍କ ବାଡ଼ିରେ ଅଷ୍ଟ୍ରେଲିଆନ୍‌ ଅଙ୍ଗୁର